ମମତାଙ୍କୁ ଘାରିଲାଣି ହାରିବା ଭୟ! || Mamata is terrified of losing!

ଭାରତୀୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ରାଜ୍ୟ ପଶ୍ଚିମବଙ୍ଗରେ ଏବେ ‘ସବୁ କିଛି ଠିକ୍ ଚାଲିନାହିଁ’। ଯେଉଁ ମାଟିରେ ଦିନେ ‘ମା-ମାଟି-ମାନୁଷ’ର ନାରା ଦେଇ ମମତା ବାନାର୍ଜୀ କ୍ଷମତାକୁ ଆସିଥିଲେ, ଆଜି ସେହି ମାଟିର ଗଣତାନ୍ତ୍ରିକ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ସାମ୍ନାକୁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ବାର୍ତ୍ତା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ବାର୍ତ୍ତା କୌଣସି ଜନ କଲ୍ୟାଣକାରୀ ଘୋଷଣା ନୁହେଁ, ବରଂ ଏଥିରେ ରହିଛି ଏକ ଗୂଢ଼ ଶବ୍ଦର ଧମକ, … Continue reading ମମତାଙ୍କୁ ଘାରିଲାଣି ହାରିବା ଭୟ! || Mamata is terrified of losing!