Mamata Banerjee ।। SIRକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ଅନ୍ୟାୟ ହେଉଛି …
ପଶ୍ଚିମବଙ୍ଗରେ ଚାଲୁଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଅର୍ଥାତ ‘Special Intensive Revision (SIR)’କୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସୁପ୍ରିମକୋର୍ଟରେ ଉପସ୍ଥିତ ରହି ନିର୍ବାଚନ କମିଶନ ଅଫ୍ ଇଣ୍ଡିଆ (ECI)ଙ୍କ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ତୀବ୍ର ଭାବେ ବିରୋଧ କରିଛନ୍ତି। ଶୁଣାଣି ସମୟରେ ମମତା ବାନାର୍ଜୀ ନିଜେ ଯୁକ୍ତି ଉପସ୍ଥାପନ କରି ନିର୍ବାଚନ କମିଶନ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ … Continue reading Mamata Banerjee ।। SIRକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ଅନ୍ୟାୟ ହେଉଛି …
Copy and paste this URL into your WordPress site to embed
Copy and paste this code into your site to embed