ମାଲକାନଗିରି: ଦୋକାନରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ମୋବାଇଲ ଫୋନ ଚୋରି

 ମାଲକାନଗିରି ଜିଲ୍ଲାରେ ଲୁଟେରାମାନେ ଏକ ଦୋକାନରେ ପଶି ଦେଢ଼ କୋଟିରୁ ଅଧିକ ଟଙ୍କାର ମୋବାଇଲ  ଫୋନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସହରର ସବୁଠାରୁ ବଡ଼ ମୋବାଇଲ ଦୋକାନ କୁହାଯାଉଥିବା ଓମ୍ ମୋବାଇଲ୍ କେୟାରରେ ବୁଧବାର ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଦୋକାନ ଟି ଥାନାଠାରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ । ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଭୋର ପ୍ରାୟ ସାଢ଼େ ୩ଟା ବେଳେ … Continue reading ମାଲକାନଗିରି: ଦୋକାନରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ମୋବାଇଲ ଫୋନ ଚୋରି