ଜାଣନ୍ତୁ କ’ଣ ଏହି ମେଲ୍ ମୁଡ୍‌ ସ୍ୱିଙ୍ଗ୍‌?

Male Mood Swings: ‘ମୁଡ୍ ସ୍ୱିଙ୍ଗ୍’ କହିଲେ ଏହାକୁ ଝିଅ ବା ମହିଳାମାନଙ୍କ ସହ ଯୋଡ଼ା ଯାଇଥାଏ। ଅନେକ ସମୟରେ ମହିଳାମାନଙ୍କର ‘ମୁଡ୍ ସ୍ୱିଙ୍ଗ୍’ ହେଉଥିବାର ଦେଖାଯାଏ। ତେବେ ଏହି ‘ମୁଡ୍ ସ୍ୱିଙ୍ଗ୍’ର ଅନେକ ଏବଂ ଭିନ୍ନ କାରଣ ମଧ୍ୟ ରହିଥାଏ। ହେଲେ ଆପଣ କେବେ ‘ମେଲ ମୁଡ୍ ସ୍ୱିଙ୍ଗ୍’ ବିଷୟରେ ଶୁଣିଛନ୍ତି କି? ଅନେକ ସମୟରେ ପରିବାରର ଲୋକେ ଏହାକୁ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପ କାରଣରୁ ଏମିତି ଚିଡ଼ା ଲାଗିବା କିମ୍ବା କୌଣସି କାମରେ ମନ … Continue reading ଜାଣନ୍ତୁ କ’ଣ ଏହି ମେଲ୍ ମୁଡ୍‌ ସ୍ୱିଙ୍ଗ୍‌?