ନୂଆ ଷ୍ଟାଇଲରେ ବନାନ୍ତୁ ମଲାଇ ଚିଙ୍ଗୁଡ଼ି

Malai Chingudi: ଆଜି ରବିବାର ଥିବାରୁ ଘରେ ଘରେ ଆମିଷ ତିଆରି କରାଯିବ । ସାଧାରଣତଃ ଛୁଟିଦିନରେ ମଟନ୍ କିମ୍ବା ଚିକେନ ଖାଉଥିବେ । ହେଲେ ଏଥର ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲରେ ମଲାଇ ଚିଙ୍ଗୁଡ଼ି । ଏହାର ସ୍ବାଦ ଏମିତି ଯେ, ଆପଣ ଚିକେନ, ମଟନ୍ ବି ଭୁଲିଯିବେ । ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ମଲାଇ ଚିଙ୍ଗୁଡ଼ି । ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି  ନଡିଆ କ୍ଷୀର କଟା ପିଆଜ ଅଦା ରସୁଣ ପେଷ୍ଟ … Continue reading ନୂଆ ଷ୍ଟାଇଲରେ ବନାନ୍ତୁ ମଲାଇ ଚିଙ୍ଗୁଡ଼ି