ମଖାନା, ପବିତ୍ର ସଙ୍ଗମ ଜଳ, ଗଣେଶ ମୂର୍ତ୍ତି: ମରିସସ୍ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର

Mauritius President: ଦୁଇ ଦିନିଆ ସରକାରୀ ଗସ୍ତରେ ମରିସସ୍ ରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋର୍ଟ ଲୁଇସରେ ମରିସସ ରାଷ୍ଟ୍ରପତି ଧରମବୀର ଗୋଖୁଲ ଏବଂ ଫାଷ୍ଟ ଲେଡି ବୃନ୍ଦା ଗୋଖୁଲଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରୁ ପବିତ୍ର ଜଳ, ବିହାରର ସୁପରଫୁଡ୍ ମଖାନା ଏବଂ ଭଗବାନ ଗଣେଶ ମୂର୍ତ୍ତି ଉପହାର ଦେଇଥିଲେ। ପ୍ରଧାନମନ୍ତ୍ରୀ ମରିସସର ପ୍ରଥମ ମହିଳାଙ୍କୁ ସାଡେଲି ବକ୍ସରେ ବନାରସୀ ଶାଢୀ ଉପହାର ଦେଇଥିଲେ । ବାରଣାସୀରୁ ଉତ୍ପନ୍ନ ହୋଇଥିବା ବନାରସୀ … Continue reading ମଖାନା, ପବିତ୍ର ସଙ୍ଗମ ଜଳ, ଗଣେଶ ମୂର୍ତ୍ତି: ମରିସସ୍ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର