ଏହି ମୁହୂର୍ତ୍ତର ସବୁଠାରୁ ବଡ଼ ଖବର। ତାମିଲନାଡୁ ରାଜନୀତିରେ ଏକ ବିରାଟ ଭୂକମ୍ପ ସୃଷ୍ଟି ହୋଇଛି। ଯାହା କେହି କଳ୍ପନା କରିନଥିଲେ, ତାହା ହିଁ ଘଟିଛି। ଡିଏମ୍କେ (DMK) ର ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ନିଜ ଆସନରୁ ପରାଜିତ ହୋଇଛନ୍ତି। କୋଲାଥୁର ଆସନରୁ ପ୍ରାର୍ଥୀ ହୋଇଥିବା ଷ୍ଟାଲିନଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କୁ ହରାଇଛନ୍ତି ସୁପରଷ୍ଟାର ବିଜୟଙ୍କ ନୂଆ ଦଳ ‘ଟିଭିକେ’ (TVK) ର ପ୍ରାର୍ଥୀ … Continue reading ତାମିଲନାଡୁରେ ମହା-ବିପର୍ଯ୍ୟୟ – ହାରିଗଲେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ! || Major disaster in Tamil Nadu – Chief Minister M.K. Stalin loses!
Copy and paste this URL into your WordPress site to embed
Copy and paste this code into your site to embed