୧୯୩୯ରେ ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ବିରୁଦ୍ଧରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱିତୀୟ ଥର ପାଇଁ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କ ବିଜୟକୁ ମହାତ୍ମା ଗାନ୍ଧୀ ନିଜର ପରାଜୟ ବୋଲି ମାନିଥିଲେ। ତଥାପି, ଅଳ୍ପ ସମୟ ମଧ୍ୟରେ ସୁଭାଷଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। କଂଗ୍ରେସ ସହିତ ତାଙ୍କର ସମ୍ପର୍କ ମଧ୍ୟ ଛିନ୍ନ ହୋଇଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କର ବୈଚାରିକ ଦୂରତ୍ୱ ବହୁତ ବଢ଼ିଯାଇଥିଲା। ଜେଲରେ ଥାଇ ସୁଭାଷ ଏହା ବୁଝିସାରିଥିଲେ ଯେ ଇଂରେଜମାନେ ସହଜରେ … Continue reading Main reason for the differences between Netaji and Mahatma Gandhi ।। ନେତାଜୀ ଓ ମହାତ୍ମାଙ୍କ ମଧ୍ୟରେ ମତଭେଦର କାରଣ କ’ଣ ଥିଲା ?
Copy and paste this URL into your WordPress site to embed
Copy and paste this code into your site to embed