Mahua Moitra slammed Mohan for Bangladeshi immigrants ।। ବାଂଲାଦେଶୀଙ୍କ ପାଇଁ ମୋହନଙ୍କୁ ଗାଳିଦେଲେ ମହୁଆ

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ମହୁଆଙ୍କ ନାଲି ଆଖି। ଖୋଲାଖୋଲି ଓଡ଼ିଶା ସରକାରଙ୍କୁ ଗାଳି ଦେଲେ ପଶ୍ଚିମବଙ୍ଗ ସାଂସଦ । ମୋହନଙ୍କ ସହ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କୁ ବି କଲେ ଟାର୍ଗେଟ। ଓଡ଼ିଶାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଝାରସୁଗୁଡା ଜିଲ୍ଲାରୁ ୪୪୪ ସନ୍ଦିଗ୍ଧଙ୍କୁ ପୋଲିସ ଧରିବା ସହ ପଚରାଉଚରା କରୁଛି। ତେବେ ଏହାକୁ ନେଇ ପଶ୍ଚିମବଙ୍ଗ ସାଂସଦ ମହୁଆ ମୋଇତ୍ର ନିଆଁ ବାଣ ହୋଇ … Continue reading Mahua Moitra slammed Mohan for Bangladeshi immigrants ।। ବାଂଲାଦେଶୀଙ୍କ ପାଇଁ ମୋହନଙ୍କୁ ଗାଳିଦେଲେ ମହୁଆ