ପହଲଗାମ ଆକ୍ରମଣର ଦୁଇ ଦିନ ପରେ ମହିରା ଖାନ ଦେଲେ ପ୍ରତିକ୍ରିୟା, ‘ହିଂସା କାପୁରୁଷତା ଭରା କାମ’
Mahira Khan: ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଅନେକ ପାକିସ୍ତାନୀ କଳାକାରମାନେ ସୋସିଆଲ୍ ମିଡିଆରେ ପୋଷ୍ଟ୍ ଶେୟାର କରି ତାଙ୍କର ଦୁଃଖ ଜଣାଇଛନ୍ତି। ବର୍ତ୍ତମାନ ମାହିରା ଖାନ ଏହି ଘଟଣାକୁ ନେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି । ୨୨ ଏପ୍ରିଲରେ ପହଲଗାମରେ ଘଟିଥିବା ଆତଙ୍କୀୟ ଆକ୍ରମଣରେ ଅନେକ ଲୋକଙ୍କର ଜୀବନ ଯାଇଛି। ନିର୍ଦୋଷ ଲୋକଙ୍କର ମୃତ୍ୟୁ ପରେ ଦେଶବାସୀଙ୍କ ମନରେ ଆକ୍ରୋଶ ରହିଛି। ଲୋକମାନେ ଆତଙ୍କୀୟ ଆକ୍ରମଣର କଠୋର ନିନ୍ଦା କରୁଛନ୍ତି। ବଲିଉଡ ନାୟକମାନେ … Continue reading ପହଲଗାମ ଆକ୍ରମଣର ଦୁଇ ଦିନ ପରେ ମହିରା ଖାନ ଦେଲେ ପ୍ରତିକ୍ରିୟା, ‘ହିଂସା କାପୁରୁଷତା ଭରା କାମ’
Copy and paste this URL into your WordPress site to embed
Copy and paste this code into your site to embed