୨୫ ବର୍ଷ ପରେ ଜେଲରୁ ମୁକୁଳିଲେ ମହେନ୍ଦ୍ର ହେମ୍ବ୍ରମ; ଦାରା ପାଳୀ କେବେ?

୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ନେଇ ହୋଇଥିବା ବହୁଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବ୍ରମ ୨୫ ବର୍ଷ ପରେ ବୁଧବାର ଓଡ଼ିଶାର କେନ୍ଦୁଝର ଜେଲରୁ ମୁକୁଳିଛନ୍ତି। ଏବେ ୫୦ ବର୍ଷବୟସ୍କ ହେମ୍ବ୍ରମ ଜେଲରେ ଥିବାବେଳେ ଭଲ ଆଚରଣ କାରଣରୁ ଜେଲରୁ ମୁକୁଳିଛନ୍ତି। ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡର ନିଷ୍ପତ୍ତି ପରେ ହେମ୍ବ୍ରମଙ୍କୁ ମୁକ୍ତ କରାଯାଇଛି। ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଚିଠି ଜରିଆରେ … Continue reading ୨୫ ବର୍ଷ ପରେ ଜେଲରୁ ମୁକୁଳିଲେ ମହେନ୍ଦ୍ର ହେମ୍ବ୍ରମ; ଦାରା ପାଳୀ କେବେ?