mahatma gandhi son love with a muslim girl ।। ଗାନ୍ଧୀଙ୍କ ପୁଅଙ୍କ ମୁସଲିମ ପ୍ରେମ

ମହାତ୍ମାଙ୍କ ଦ୍ୱିତୀୟ ପୁତ୍ର ଜଣେ ମୁସଲମାନ ଝିଅକୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ବାପୁ ହୋଇନଥିଲେ ରାଜି ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ପୁତ୍ର ମଣିଲାଲ ଭାରତରେ ଜନ୍ମ ହୋଇଥିଲେ ହେଁ ତାଙ୍କ ଜୀବନ ଦକ୍ଷିଣ ଆଫ୍ରିକାରେ ହିଁ ବିତିଥିଲା। ସେ ସେଠାରେ ପିତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫିନିକ୍ସ ସେଟଲମେଣ୍ଟ ଓ ଇଣ୍ଡିଆନ ଓପିନିୟନ ଖବରକାଗଜର ସମ୍ପାଦକ ଭାବେ ଭାରତୀୟ ସମୁଦାୟର ଅଧିକାର ପାଇଁ ବହୁତ କାମ କରିଥିଲେ । ଯେତେବେଳେ ମହାତ୍ମା ଗାନ୍ଧୀ ଭାରତକୁ ଫେରି … Continue reading mahatma gandhi son love with a muslim girl ।। ଗାନ୍ଧୀଙ୍କ ପୁଅଙ୍କ ମୁସଲିମ ପ୍ରେମ