Mahanadi Water Dispute Hope for Resolve ।। ମହାନଦୀ ଜଳ ବଣ୍ଟନ: “ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ”ର ସମ୍ଭାବନା

ଓଡ଼ିଶା ଏବଂ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ଉଭୟ ରାଜ୍ୟ ମହାନଦୀ ଜଳ ବଣ୍ଟନକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର “ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ” ପାଇଁ ଅଗ୍ରସର ହେବାର ସମ୍ଭାବନା ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାର୍ଚ୍ଚ ୨୦୧୮ରେ କେନ୍ଦ୍ର ଦ୍ୱାରା ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗ ବିଚାରାଧୀନ ରହିଛି। ଜୁଲାଇ ୨୩ ରେ ଏହି ପ୍ରସଙ୍ଗରେ ଏକ ବୈଠକରେ ଅଧ୍ୟକ୍ଷତା କରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନ … Continue reading Mahanadi Water Dispute Hope for Resolve ।। ମହାନଦୀ ଜଳ ବଣ୍ଟନ: “ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ”ର ସମ୍ଭାବନା