Mahanadi water dispute hearing to be held on November 15 ।। ନଭେମ୍ବର ୧୫ରେ ମହାନଦୀ ଜଳ ବିବାଦ ଶୁଣାଣି

ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡ଼ିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲରେ ପକ୍ଷ ରଖିଛନ୍ତି। ଶନିବାର ମହାନଦୀ ଜଳବିବାଦ ପ୍ରାଧିକରଣରେ ଶୁଣାଣିବେଳେ ଓଡ଼ିଶା ସରକାରଙ୍କ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଛତିଶଗଡ଼ ସରକାରଙ୍କ ଆଡ଼ଭୋକେଟ ଜେନେରାଲ ପ୍ରଫୁଲ କୁମାର ଭାରତ ପ୍ରାଧିକରଣ ଅଧ୍ୟକ୍ଷା ବିଚାରପତି ବେଲା ଏମ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତିନିଜଣିଆ ଖଣ୍ଡପୀଠଙ୍କୁ ଜଣାଇଛନ୍ତି । କେନ୍ଦ୍ରୀୟଜଳ ଆୟୋଗରେ ଅନୁମୋଦନ ଅପେକ୍ଷାରେ ପଡ଼ିରହିଥିବା ଦୁଇଟି ଲେଖାଏଁ ଜଳ ପ୍ରକଳ୍ପର … Continue reading Mahanadi water dispute hearing to be held on November 15 ।। ନଭେମ୍ବର ୧୫ରେ ମହାନଦୀ ଜଳ ବିବାଦ ଶୁଣାଣି