କୁମ୍ଭମେଳାରେ ମାଳା ବିକ୍ରି କରି ଭାଇରାଲ ହୋଇଥିବା ମୋନାଲିସା, ଖୁବ ଶୀଘ୍ର ନଜର ଆସିବେ ବଡ଼ ପରଦାରେ…
Monalisa: ନିଜର ସୁନ୍ଦର ଆଖି ଏବଂ ସୁନ୍ଦର ହସ ପାଇଁ ପ୍ରୟାଗରାଜ କୁମ୍ଭରୁ ଚର୍ଚ୍ଚାକୁ ଆସିଥିବା ମୋନାଲିସାଙ୍କ ଭାଗ୍ୟ ବଦଳିଯାଇଛି । ରାତାରାତି ଷ୍ଟାର ପାଲଟିଯାଇଛନ୍ତି ମୋନାଲିସା । ମୋନାଲିସା ଏବେ ଏକ ବଲିଉଡ଼ ଫିଲ୍ମରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। ହଁ, ଆପଣ ଠିକ୍ ପଢିଛନ୍ତି । ମାଳା ବିକ୍ରି କରି ଜୀବିକା ନିର୍ବାହ କରୁଥିବା ମୋନାଲିସା ଏବେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି । ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଡାଏରୀ ଅଫ୍ ମଣିପୁର’ ଚଳଚ୍ଚିତ୍ର … Continue reading କୁମ୍ଭମେଳାରେ ମାଳା ବିକ୍ରି କରି ଭାଇରାଲ ହୋଇଥିବା ମୋନାଲିସା, ଖୁବ ଶୀଘ୍ର ନଜର ଆସିବେ ବଡ଼ ପରଦାରେ…
Copy and paste this URL into your WordPress site to embed
Copy and paste this code into your site to embed