Prayagraj News: ପ୍ରୟାଗରାଜର କୁମ୍ଭମେଳା ଭଳି ବଡ଼ ପର୍ବପର୍ବାଣିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କ ସଂଖ୍ୟା କିପରି ଗଣନା କରାଯାଉଛି? ଆସନ୍ତୁ ଜାଣିବା ସଙ୍ଗମ ସହରକୁ ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭିଡକୁ ମାପିବା ପାଇଁ ଯୋଗୀ ସରକାର କିପରି କାମ କରୁଛନ୍ତି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି। ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି। ଏହି ପର୍ବ ଆରମ୍ଭ ହେବାର ୫ଦିନ ବିତିଗଲାଣି, ଯେଉଁଥିରେ … Continue reading କୁମ୍ଭମେଳାକୁ ଆସୁଥିବା ଲୋକଙ୍କ ଗଣନା କେମିତି ହେଉଛି? ଜାଣନ୍ତୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଯୋଗୀ ସରକାରଙ୍କ ସ୍ୱତନ୍ତ୍ର କୌଶଳ ବିଷୟରେ
Copy and paste this URL into your WordPress site to embed
Copy and paste this code into your site to embed