ମହାକୁମ୍ଭ ମେଳାରେ ଆଉ ଏକ ଅଗ୍ନିକାଣ୍ଡ

Mahakumbh: ମହାକୁମ୍ଭ ମେଳାରେ ପୁଣି ଥରେ ଘଟିଛି ଆଉ ଏକ ଅଗ୍ନିକାଣ୍ଡ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଟେଣ୍ଟରୁ ନିଆଁ ବାହାରୁଛି ଏବଂ ଆକାଶରେ ଧୂଆଁର ମେଘ ଘେରିଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯଥାଶୀଘ୍ର ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। କେମିତି ଲାଗିଲା କୁମ୍ଭମେଳାରେ ନିଆଁ … Continue reading ମହାକୁମ୍ଭ ମେଳାରେ ଆଉ ଏକ ଅଗ୍ନିକାଣ୍ଡ