ମହାକୁମ୍ଭରେ ସାମିଲ ଅଷ୍ଟ୍ରେଲିଆ,ଜାପାନ ଓ ପୋଲାଣ୍ଡରୁ ଆସିଥିବା ବିଦେଶୀ ଭକ୍ତ ଗଦଗଦ
Mahakumbh Mela: ମହାକୁମ୍ଭ ଅବସରରେ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାରେ ପହଞ୍ଚିଛନ୍ତି। କେହି କେହି ନିଜକୁ ଭାଗ୍ୟବାନ ବୋଲି ବର୍ଣ୍ଣନା କରିଛନ୍ତି। ପୋଲାଣ୍ଡ, ଜାପାନ, ବ୍ରାଜିଲ, ରୁଷିଆ, ତୁର୍କୀ ଓ ଅଷ୍ଟ୍ରେଲିଆର ଶ୍ରଦ୍ଧାଳୁମାନେ ଏଠାରେ ବୁଡ଼ ପକାଇଥିଲେ। ମହାକୁମ୍ଭ ଅବସରରେ ଧର୍ମ ଓ ବିଶ୍ୱାସର ନଗରୀ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସୋମବାର ସକାଳ ସାଢ଼େ ୯ଟା ସୁଦ୍ଧା ୬୦ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗାରେ ସ୍ନାନ କରିଛନ୍ତି। ବିଦେଶୀ … Continue reading ମହାକୁମ୍ଭରେ ସାମିଲ ଅଷ୍ଟ୍ରେଲିଆ,ଜାପାନ ଓ ପୋଲାଣ୍ଡରୁ ଆସିଥିବା ବିଦେଶୀ ଭକ୍ତ ଗଦଗଦ
Copy and paste this URL into your WordPress site to embed
Copy and paste this code into your site to embed