ଦେବତାମାନଙ୍କୁ କ’ଣ ପାଇଁ ଅମୃତ ଖୋଜିବାର ଆବଶ୍ୟକତା ପଡ଼ିଥିଲା, ପ୍ରୟାଗରାଜ ସହ କ’ଣ ରହିଛି ସମ୍ପର୍କ? ଜାଣନ୍ତୁ ଏହି କାହାଣୀ

Mahakumbh 2025: ବିଶ୍ୱାସ କରାଯାଏ ଯେ, ପ୍ରୟାଗରାଜର ସଙ୍ଗମ କୂଳରେ ଯେଉଁ ସ୍ଥାନରେ ମହାକୁମ୍ଭ-୨୦୨୫ ଅନୁଷ୍ଠିତ ହେଉଛି, ସେଠାରେ ବହୁ ବର୍ଷ ପୂର୍ବେ ଆକାଶରୁ ଅମୃତ ବର୍ଷା ହେଉଇଁଥିଲା। ସମୁଦ୍ର ମନ୍ଥନରୁ ଏହି ଅମୃତ ବାହାରିଥିଲା। ସମୁଦ୍ର ମନ୍ଥନ ପ୍ରକୃତରେ କ’ଣ? ଏଥିରୁ ଅମୃତ କେମିତି ବାହାରିଲା? ଏହି କାହାଣୀ ବିଷ୍ଣୁ ପୁରାଣରେ ଲିପିବଦ୍ଧ ହୋଇଛି । ଶ୍ରୀମଦ୍ ଭାଗବତ ପୁରାଣ, ସ୍କନ୍ଦ ପୁରାଣ ଓ ମହାଭାରତରେ ମଧ୍ୟ ସମୁଦ୍ର ମନ୍ଥନ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା … Continue reading ଦେବତାମାନଙ୍କୁ କ’ଣ ପାଇଁ ଅମୃତ ଖୋଜିବାର ଆବଶ୍ୟକତା ପଡ଼ିଥିଲା, ପ୍ରୟାଗରାଜ ସହ କ’ଣ ରହିଛି ସମ୍ପର୍କ? ଜାଣନ୍ତୁ ଏହି କାହାଣୀ