ମହାକୁମ୍ଭରୁ ଆସିଲା ସାମାଜିକ ପରିବର୍ତ୍ତନର ସଂକେତ, ଦଳିତ ଓ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ୨୦ ପ୍ରତିଶତ ନାଗାସାଧୁ

Mahakumbh 2025 Naga Sadhus: ମହାକୁମ୍ଭ ୨୦୨୫ର ତିନିଟି ପ୍ରମୁଖ ସ୍ନାନ ପର୍ବ ଶେଷ ହୋଇଛି। ଏହା ସହ ନାଗା ସାଧୁମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି। ମହାକୁମ୍ଭର ମୁଖ୍ୟ ଆକର୍ଷଣ ଥିବା ନାଗା ସାଧୁମାନଙ୍କୁ ନେଇ ବ୍ୟାପକ ଆଲୋଚନା। ଏବେ ଏହି ନାଗା ସାଧୁମାନଙ୍କ ରଚନାରେ ସାମାଜିକ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳୁଛି। ମହାକୁମ୍ଭ ମେଳାରେ ୮୭୧୫ ଜଣ ନାଗା ସାଧୁ ଭାବରେ ଦୀକ୍ଷା ଗ୍ରହଣ କରିଛନ୍ତି। ନାଗା ସାଧୁ ପାଲଟିଥିବା … Continue reading ମହାକୁମ୍ଭରୁ ଆସିଲା ସାମାଜିକ ପରିବର୍ତ୍ତନର ସଂକେତ, ଦଳିତ ଓ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ୨୦ ପ୍ରତିଶତ ନାଗାସାଧୁ