Mahabharata’s Narasimha is challenging Saiyaraa ।। ସୈୟାରାକୁ ଟକ୍କର ଦେଉଛି ମହାବତାର ନରସିହ୍ମା

ବିଗତ କିଛି ଦିନ ହେବ ସିନେମା ସୈୟାରା ବକ୍ସ ଅଫିସରେ କମାଲ କରିଛି ।  ଯୁବପିଢ଼ିଙ୍କୁ ଏହି ସିନେମା ଖୁବ୍ ପସନ୍ଦ ଆସିଛି ।   କିନ୍ତୁ ବର୍ତ୍ତମାନ ସୈୟାରାକୁ ଟକ୍କର ଦେଲା ଭଳି ଏକ ଆନିମେଟେଡ୍ ଫିଲ୍ମ ବିଷୟରେ ଚର୍ଚ୍ଚ ହେଉଛି । ଯାହାର ସୈୟାରାକୁ ପଛରେ ପକାଇଦେଇଛି । ଫିଲ୍ମର ନାମ ହେଉଛି ମହାବତାର ନରସିହ୍ମା, ଯାହାର ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଅଶ୍ୱିନ କୁମାର ଦେଇଛନ୍ତି । ସେ ଏହି ଫ୍ରାଞ୍ଚାଇଜକୁ ଭାରତର MCU ଶୈଳୀରେ … Continue reading Mahabharata’s Narasimha is challenging Saiyaraa ।। ସୈୟାରାକୁ ଟକ୍କର ଦେଉଛି ମହାବତାର ନରସିହ୍ମା