ରାଜ୍ୟରେ ଚାଲିଛି ମହାଭାରତ; କାହିଁକି ନବୀନ ନୀରବ, କେଉଁଠି ଅଛନ୍ତି?
ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ କଂଗ୍ରେସ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବନ କରାଗଲା। ବିଧାନସଭା ପରିସରରେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସଦସ୍ୟମାନଙ୍କୁ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହେବାକୁ ପଡ଼ିଲା। ଏପରିକି କଂଗ୍ରେସ ବିଧାୟକମାନଙ୍କୁ ବଳପୂର୍ବକ ବିଦା କରି ଦିଆଗଲା। ଏସବୁ ସତ୍ତ୍ୱେ ରାଜ୍ୟର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲୁନାହାନ୍ତି। ସୋସିଆଲ ମିଡିଆରେ ମଧ୍ୟ ପଦୁଟିଏ ଲେଖିବାକୁ ଚାହିଁନାହାନ୍ତି। ଆଉ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା … Continue reading ରାଜ୍ୟରେ ଚାଲିଛି ମହାଭାରତ; କାହିଁକି ନବୀନ ନୀରବ, କେଉଁଠି ଅଛନ୍ତି?
Copy and paste this URL into your WordPress site to embed
Copy and paste this code into your site to embed