ବିଜେଡିରେ ମହାଭାରତ – ଗ୍ରାସ କଲାଣି କି ପାଣ୍ଡିଆନ୍-ପାପ? || Mahabharata in BJD – Is it a Pandian sin or a devourer?

ରାଜନୀତିରେ କୌଣସି ଜିନିଷ ଚିରସ୍ଥାୟୀ ନୁହେଁ— ନା କ୍ଷମତା, ନା ଆଧିପତ୍ୟ, ଆଉ ନା ଅପରାଜେୟତାର ଅହଂକାର! ଯେଉଁ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶା ରାଜନୀତିର ଏକଚାଟିଆ ସମ୍ରାଟ ଥିଲେ, ଯାହାଙ୍କର ଗୋଟିଏ ଇସାରାରେ ରାଜ୍ୟର ଭାଗ୍ୟ ବଦଳି ଯାଉଥିଲା, ଆଜି ସେହି ନବୀନ ପଟ୍ଟନାୟକ ନିଜ ଦଳକୁ ଭାଙ୍ଗିବାରୁ ରୋକିବା ପାଇଁ ସଂଘର୍ଷ କରୁଛନ୍ତି। ଆଜି ବିଜେଡି ଅଫିସର ବନ୍ଦ ଗେଟ ଆଗରେ ଠିଆ ହୋଇ ନେତାମାନେ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି— … Continue reading ବିଜେଡିରେ ମହାଭାରତ – ଗ୍ରାସ କଲାଣି କି ପାଣ୍ଡିଆନ୍-ପାପ? || Mahabharata in BJD – Is it a Pandian sin or a devourer?