ମହାକୁମ୍ଭକୁ ନେଇ ଗୁଜବ ପ୍ରଚାର କରୁଥିବା ୫୪ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମାମଲା

Mahakumbha: କୁମ୍ଭମେଳାକୁ ବଦନାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭ୍ରାନ୍ତିକର ଓ ନକଲି ଭିଡିଓ ପୋଷ୍ଟ କରି ଗୁଜବ ପ୍ରଚାର କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଫେକ୍ ଭିଡିଓ ଓ ମିଥ୍ୟା ଖବର ପୋଷ୍ଟ ଓ ସେୟାର ନକରିବାକୁ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି। ମହାକୁମ୍ଭକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ … Continue reading ମହାକୁମ୍ଭକୁ ନେଇ ଗୁଜବ ପ୍ରଚାର କରୁଥିବା ୫୪ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମାମଲା