ୟୁପିରେ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ମହାକୁମ୍ଭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୬ ଆହତ

Mahakumbha: ମହାକୁମ୍ଭରୁ ନିଜ ଘରକୁ ଯାଉଥିବା ଏକ କାର୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାଫଳରେ ରାଉରକେଲାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ କାର୍ ଫୁଲୱାର ଗାଁ ନିକଟରେ ପହଞ୍ଚିଥିଲା। ମୃତ ବ୍ୟକ୍ତି ଜଣକ ହେଲେ ରକ୍ତିମ ପୂଜାରୀ (୩୪) ବୋଲି ସର୍କଲ ଅଫିସର ପ୍ରଦୀପ ସିଂ ଚାନ୍ଦେଲ ସୂଚନା ଦେଇଛନ୍ତି। ମୃତଦେହବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ୬ ଜଣ … Continue reading ୟୁପିରେ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ମହାକୁମ୍ଭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୬ ଆହତ