ଆଜି ସରୁଛି ଆସ୍ଥାର ମହାକୁମ୍ଭ

Maha kumbha: ମହାଶିବରାତ୍ରୀରେ ଅମୃତ ସ୍ନାନ ଆରମ୍ଭ ଆଜି ସରୁଛି ଆସ୍ଥା ଓ ଆଧ୍ୟାତ୍ମିକର ବିଶ୍ୱର ବର୍ବବୃହତ ମହାକୁମ୍ଭ। ‘ହର ହର ମହାଦେବ’ ଧ୍ୱନି ମଧ୍ୟରେ ବୁଧବାର ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ଶେଷ ହେବାକୁ ଯାଉଛି। ଆଜି ଭୋର ସମୟରୁ ମହାଶିବରାତ୍ରୀ ଅବସରରେ ତ୍ରିବେଣୀ ସଙ୍ଗମରେ ଅମୃତ ସ୍ନାନ ଆରମ୍ଭ ହୋଇଛି। ୧୨ ବର୍ଷରେ ଥରେ ହେଉଥିବା ମହାକୁମ୍ଭରେ ଜାନୁଆରି ୧୩ (ପୌଷ ପୂର୍ଣ୍ଣିମା)ରେ ନାଗା … Continue reading ଆଜି ସରୁଛି ଆସ୍ଥାର ମହାକୁମ୍ଭ