ମାଘ ମାସରେ ଜାଣନ୍ତୁ ସ୍ନାନର ମହତ୍ୱ…

Magh Month 2025: ମାଘ ମାସର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ମାଘ ମାସରେ ସ୍ନାନ କଲେ ପାପ କର୍ମରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ପଞ୍ଚାଙ୍ଗ ଅନୁସାରେ ଏକାଦଶ ଚନ୍ଦ୍ର ମାସ ଓ ବର୍ଷର ଦଶମ ସୌରମାସକୁ ମାଘ କୁହାଯାଏ ।ଯେଉଁମାନେ ମାଘ ମାସରେ ଥଣ୍ଡା ପାଣିରେ ଗାଧୋଇଥାନ୍ତି ସେମାନେ ପାପରୁ ମୁକ୍ତି ପାଇ ସ୍ୱର୍ଗକୁ ଯାଆନ୍ତି । ମାଘ ମାସରେ ପ୍ରୟାଗରାଜର ସଙ୍ଗମ କୂଳରେ ଥିବା ଗଙ୍ଗାରେ ସ୍ନାନ କରିବାର ନିୟମ ରହିଛି, … Continue reading ମାଘ ମାସରେ ଜାଣନ୍ତୁ ସ୍ନାନର ମହତ୍ୱ…