ସଂସ୍କୃତି ଉପରେ ରାଜସ୍ୱର ଚାପ: ବେଳାଭୂମିରେ ଖୋଲିବ ‘ମଦ କୁଡ଼ିଆ’, ପୁରୀକୁ ବାଦ୍ ଦେଇ ଅବକାରୀ ବିଭାଗର ନୂଆ ଚାଲ୍‍ || ‘Mad Kudia’ to open on the beach, Excise Department’s new trick to ban Puri

ଏପ୍ରିଲ ପହିଲା, ଓଡ଼ିଶା ପ୍ରଦେଶ ଗଠନର ଏକ ଗୌରବମୟ ଦିବସ। ସମଗ୍ର ରାଜ୍ୟ ଯେତେବେଳେ ଉତ୍କଳ ଦିବସର ଶୁଭେଚ୍ଛାରେ ମଗ୍ନ ଥିଲା, ଠିକ୍ ସେହି ସମୟରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଏକ ଅଜବ ‘ଉପହାର’ ପ୍ରଦାନ କରିଛନ୍ତି। ରାଜ୍ୟରେ ମଦର ପ୍ରସାର ଓ ରାଜସ୍ୱ ବୃଦ୍ଧିକୁ ପ୍ରାଥମିକତା ଦେଇ ସରକାର ଏକ ନୂତନ ଅବକାରୀ ନୀତି ଘୋଷଣା କରିଛନ୍ତି। ପର୍ଯ୍ୟଟନର ବିକାଶ ଆଳରେ ଏବେ ଓଡ଼ିଶାର ଶାନ୍ତ ବେଳାଭୂମି, ନଦୀ ପଠା ଏବଂ ଜଳଭଣ୍ଡାର କୂଳରେ ‘ମଦ … Continue reading ସଂସ୍କୃତି ଉପରେ ରାଜସ୍ୱର ଚାପ: ବେଳାଭୂମିରେ ଖୋଲିବ ‘ମଦ କୁଡ଼ିଆ’, ପୁରୀକୁ ବାଦ୍ ଦେଇ ଅବକାରୀ ବିଭାଗର ନୂଆ ଚାଲ୍‍ || ‘Mad Kudia’ to open on the beach, Excise Department’s new trick to ban Puri