Maa is coming! || ମା’ ଆସୁଛନ୍ତି!
ଧରାପୃଷ୍ଠକୁ ମା’ଙ୍କ ଆଗମନ ଶରତ ଋତୁରେ ହୋଇଥାଏ। ସେତେବେଳେ ମା‘ଙ୍କ ଆଗମନ ପାଇଁ ଦେଶବାସୀ ଉତ୍ଫୁଲିତ ହୋଇ ଅପେକ୍ଷା କରିଥାଆନ୍ତି। ଆମେ ଯେଉଁ ମା’ଙ୍କ କଥା କହୁଛି, ସେ ଦେବୀ ମା’ ନୁହଁନ୍ତି, ନେତୃତ୍ୱ ସଂକଟରେ ପଡ଼ିଥିବା ବିଜୁ ଜନତା ଦଳକୁ ଉଦ୍ଧାର କରିବା ପାଇଁ ତ୍ରାଣକର୍ତ୍ତୀ ମା’ ସୁଜାତା ରାଉତ କାର୍ତ୍ତିକେୟନ ଆସୁଛନ୍ତି। ତେଣୁ ତାଙ୍କୁ ସ୍ୱାଗତ କିପରି କରାଯିବ ସେ ନେଇ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନେ ତତ୍ପର ହୋଇଉଠିଲେଣି। ଏପରିକି ନବୀନ … Continue reading Maa is coming! || ମା’ ଆସୁଛନ୍ତି!
Copy and paste this URL into your WordPress site to embed
Copy and paste this code into your site to embed