lunar eclipse ।। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଧନୀ ହେବେ ଏହି ୩ଟି ରାଶି
୨୦୨୬ ମସିହାର ପ୍ରଥମ ଚନ୍ଦ୍ରଗ୍ରହଣ ଫାଲଗୁଣ ପୂର୍ଣ୍ଣିମାର ପବିତ୍ର ତିଥିରେ ଘଟିବାକୁ ଯାଉଛି। ଜ୍ୟୋତିଷ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣାଯାଉଛି। ଏହି ଗ୍ରହଣ ୩ ମାର୍ଚ୍ଚ ୨୦୨୬ ଦିନ ଅପରାହ୍ନ ୨ଟା ୧୬ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୫୨ ମିନିଟରେ ଶେଷ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚନ୍ଦ୍ରଗ୍ରହଣ ଭାରତରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ସେହିକାରଣରୁ ସୂତକ କାଳ ବୈଧ ହେବ ବୋଲି ଜ୍ୟୋତିଷମାନେ … Continue reading lunar eclipse ।। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଧନୀ ହେବେ ଏହି ୩ଟି ରାଶି
Copy and paste this URL into your WordPress site to embed
Copy and paste this code into your site to embed