‘ପଡ଼ୋଶୀ ଦେଶ ତୁଳନାରେ ଭାରତରେ ଏଲପିଜି ଶସ୍ତା’ ; ପୁଣି ଘରୋଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ନେଇ ତେଜିଲା ରାଜନୀତି || ‘LPG is cheaper in India than in neighboring countries’; Politics heats up again with increase in domestic gas prices

ଭାରତୀୟ ଜନତା ପାର୍ଟି (ବିଜେପି) ଘରୋଇ ରନ୍ଧନ ଗ୍ୟାସ୍ ମୂଲ୍ୟରେ ସମ୍ପ୍ରତି ବୃଦ୍ଧି ସମ୍ପର୍କରେ ବିରୋଧୀ ଅଭିଯୋଗର ଜବାବ ଦେଇଛି । ଦଳ କହିଛି ଯେ ,’ଭାରତରେ ଲୋକଙ୍କୁ ବିଶ୍ୱର ଅନେକ ଦେଶ ତୁଳନାରେ ରୋଷେଇ ଗ୍ୟାସ୍ ଏବେ ବି କମ୍ ହାରରେ ଉପଲବ୍ଧ କରାଯାଉଛି।’ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପୁଣି ୨୯ଟଙ୍କା ବୃଦ୍ଧି ପରେ ବିରୋଧୀଙ୍କ ସମାଲୋଚନାକୁ ନେଇ ବିଜେପି ରଖିଛି ପ୍ରତିକ୍ରିୟା । ତିନି ମାସ ମଧ୍ୟରେ ଦ୍ୱିତୀୟ ବୃଦ୍ଧି ଏହା ତିନି … Continue reading ‘ପଡ଼ୋଶୀ ଦେଶ ତୁଳନାରେ ଭାରତରେ ଏଲପିଜି ଶସ୍ତା’ ; ପୁଣି ଘରୋଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ନେଇ ତେଜିଲା ରାଜନୀତି || ‘LPG is cheaper in India than in neighboring countries’; Politics heats up again with increase in domestic gas prices