ଲଘୁଚାପ ପ୍ରଭାବ: ଆଜିଠାରୁ ସପ୍ତାହବ୍ୟାପୀ ବର୍ଷା
Low pressure : ଲଘୁଚାପ ପ୍ରଭାବରେ ଏପ୍ରିଲ ୮ରୁ ଓଡ଼ିଶାରେ ସପ୍ତାହବ୍ୟାପୀ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ବର୍ଷା, ବଜ୍ରପାତ ଓ ତାପମାତ୍ରା କମିବାର ସମ୍ଭାବନା ଥିବାରୁ ପ୍ରବଳ ଗରମରୁ ମୁକ୍ତି ମିଳିବ। ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଥିବାରୁ ଆଜିଠାରୁ ସାରା ଓଡ଼ିଶାରେ ସପ୍ତାହବ୍ୟାପୀ ବର୍ଷା ଆରମ୍ଭ ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଏହି ସିଷ୍ଟମ ଦ୍ୱାରା ରାଜ୍ୟର … Continue reading ଲଘୁଚାପ ପ୍ରଭାବ: ଆଜିଠାରୁ ସପ୍ତାହବ୍ୟାପୀ ବର୍ଷା
Copy and paste this URL into your WordPress site to embed
Copy and paste this code into your site to embed