ସତ ମାନିଲା ପ୍ରେମିକା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ ।। Love Crime

ଭାଲେଣ୍ଟାଇନ୍ ସପ୍ତାହର ପ୍ରପୋଜ ଡେ’ରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଲଭ୍–ମର୍ଡର–ଆକ୍ସିଡେଣ୍ଟ ମାମଲା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ପ୍ରେମ ଓ ହିଂସାର ଏହି ଘଟଣା ଆଜି ଏକ ନୂଆ ମୋଡ଼ ନେଇଛି। ପ୍ରେମିକର ହତ୍ୟା ଘଟଣାକୁ ନେଇ ପ୍ରେମିକା ନିଜେ ସତ ମାନିଥିବା ଓ ତାଙ୍କର ଏକ ଅଡିଓ କଲ୍ ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଅଧିକ ଜଟିଳ ହୋଇପଡ଼ିଛି। ଏହି ଘଟଣାର ମୃତକ ହେଉଛନ୍ତି ସତ୍ୟବ୍ରତ ପ୍ରଧାନ, ଯିଏକି ପେଶାରେ ଜଣେ ଟ୍ୟାକ୍ସି … Continue reading ସତ ମାନିଲା ପ୍ରେମିକା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ ।। Love Crime