ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ କପଲ୍ସଙ୍କ ପାଇଁ ବେଶ୍ ଖାସ୍ ହୋଇଥାଏ। କିନ୍ତୁ ଏହା ପୂର୍ବରୁ ଆସୁଥିବା ୬ ଦିନ ଆହୁରି ସ୍ୱତନ୍ତ୍ର। ରୋଜ୍ ଡେ’ ଠାରୁ ଆରମ୍ଭ କରି ହଗ୍ ଡେ’ ପର୍ଯ୍ୟନ୍ତ, ଏହି ସପ୍ତାହ ସମ୍ପର୍କରେ ଏକ ନିଆରା ରୋମାନ୍ସ ଯୋଡିଥାଏ। ଆସନ୍ତୁ ଜାଣିବା ୨୦୨୬ ମସିହାର ଭାଲେଣ୍ଟାଇନ୍ ୱିକ୍ କ୍ୟାଲେଣ୍ଡର ଏବଂ କେଉଁ ଦିନ କିପରି ପାଳନ କରିବେ। ଏହି ସପ୍ତାହ କେବଳ ୧୪ ଫେବୃଆରୀରେ ସୀମିତ ନୁହେଁ। ଏହାର ଠିକ୍ … Continue reading Love Couple’s Week; Know when it falls on which day || ପ୍ରେମୀ ଯୁଗଳଙ୍କ ସପ୍ତାହ; ଜାଣନ୍ତୁ କେବେ ପଡୁଛି କେଉଁ ଦିବସ
Copy and paste this URL into your WordPress site to embed
Copy and paste this code into your site to embed