ଭୟଙ୍କର ରୂପ ନେଇଛି ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ
Los Angeles Fire Tragedy: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଲାଗିଥିବା ନିଆଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ବ୍ୟାପିଥିବା ଏହି ନିଆଁ ଭୟଙ୍କର ହେବାରେ ଲାଗିଛି। କ୍ରମାଗତ ଭାବେ ଅଗ୍ନିକାଣ୍ଡର ପ୍ରକୋପ ବଢିବାରେ ଲାଗିଛି ଏବଂ ଏହା ୬ଟି ଜଙ୍ଗଲରେ ପହଂଚିଛି । ଏହି ଅଗ୍ନିକାଣ୍ଡ ଅନେକ ଆବାସିକ ଅଞ୍ଚଳକୁ ମଧ୍ୟ ପୋଡ଼ି ଦେଇଛି। ବର୍ତ୍ତମାନ ସୁଦ୍ଧା ଏହି ବିପର୍ଯ୍ୟୟରେ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ଘଟିଥିବା … Continue reading ଭୟଙ୍କର ରୂପ ନେଇଛି ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ
Copy and paste this URL into your WordPress site to embed
Copy and paste this code into your site to embed