ଲସ୍ ଏଞ୍ଜଲସ୍ ନିଆଁ ଲିଭାଇବାକୁ ଆମେରିକା କାହିଁକି କରାଉନାହିଁ କୃତ୍ରିମ ବର୍ଷା ?
Los Angeles fires: ଆମେରିକାର ଲସ୍ ଆଞ୍ଜେଲସର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ବଢ଼ିବାରେ ଲାଗିଛି। ନିଆଁ ଲିଭାଇବା ପାଇଁ ଆମେରିକା ଶହ ଶହ ହେଲିକପ୍ଟର ମୁତୟନ କରିଛି। ଜଙ୍ଗଲ ପାଖରେ ଏକ ସମୁଦ୍ର ଅଛି ଏବଂ ହେଲିକପ୍ଟର ସେଠାରୁ ପାଣି ଆଣି ନିଆଁରେ ଢାଳିବାରେ ଲାଗିଛି। ତଥାପି ପ୍ରତ୍ୟେକ ପ୍ରୟାସ ବିଫଳ ସାବ୍ୟସ୍ତ ହେଉଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଏଠାରେ ନିଆଁ ଲିଭାଇବା ପାଇଁ କୃତ୍ରିମ ବର୍ଷା କାହିଁକି ହେଉନାହିଁ? ଜାଣନ୍ତୁ ଏହାର ଉତ୍ତର… ଆମେରିକାର … Continue reading ଲସ୍ ଏଞ୍ଜଲସ୍ ନିଆଁ ଲିଭାଇବାକୁ ଆମେରିକା କାହିଁକି କରାଉନାହିଁ କୃତ୍ରିମ ବର୍ଷା ?
Copy and paste this URL into your WordPress site to embed
Copy and paste this code into your site to embed