ପାକିସ୍ତାନରେ ବି ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିବାଡ଼ି: ଆଇନ ମନ୍ତ୍ରୀଙ୍କର ଚାଞ୍ଚଲ୍ୟକର ତଥ୍ୟ ପରେ ମନ୍ଦିର ସମ୍ପତ୍ତି ଉପରେ ଚର୍ଚ୍ଚା || Lord Jagannath’s land is also in Pakistan: Law Minister’s surprising statement sparks debate on temple property

ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଅପାର ଲୀଳା ଓ ତାଙ୍କ ସାମ୍ରାଜ୍ୟ କେବଳ ଓଡ଼ିଶା କିମ୍ବା ଭାରତ ସୀମାରେ ଆବଦ୍ଧ ନୁହେଁ, ବରଂ ଏହା ବିଦେଶ ମାଟି ପର୍ଯ୍ୟନ୍ତ ବ୍ୟାପି ରହିଛି। ମହାପ୍ରଭୁଙ୍କ ଭୂସମ୍ପତ୍ତିକୁ ନେଇ ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ଥିବା ପୁରୁଣା ରେକର୍ଡ ଅନୁସାରେ, ପଡ଼ୋଶୀ ଦେଶ ପାକିସ୍ତାନର ସିନ୍ଧ ପ୍ରଦେଶରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଜମି ଥିବା ଜଣାପଡ଼ିଛି। … Continue reading ପାକିସ୍ତାନରେ ବି ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିବାଡ଼ି: ଆଇନ ମନ୍ତ୍ରୀଙ୍କର ଚାଞ୍ଚଲ୍ୟକର ତଥ୍ୟ ପରେ ମନ୍ଦିର ସମ୍ପତ୍ତି ଉପରେ ଚର୍ଚ୍ଚା || Lord Jagannath’s land is also in Pakistan: Law Minister’s surprising statement sparks debate on temple property