‘Lokapua Suriya’ ।। ଭଲ ଲାଗିଲେ ଜଣେଇବେ; ଲେଖିବି ଲୋକାପୁଅ ସୁରିଆ କଥା…

ଗ୍ରାମର ନାମ ପୁରୁଷୋତ୍ତମପୁର। କଟକ ଜିଲ୍ଲାର ଉତ୍ତର-ପୂର୍ବ ଦିଗରେ ମାତ୍ର ଦଶ କିଲୋମିଟର ଦୂରରେ। ଛୋଟ ଗାଆଁଟିଏ। ଇତିହାସ କି ଭୂଗୋଳରେ ନାଆଁ ନ ଥିଲା । ଏ ଗାଁର ନା ଥିଲା ଧନବଳ, ନା ଥିଲା ଜନବଳ, ନା ଥିଲା କିଛି। ବିଲ ଗହିରୀ ଭିତରେ ଆମ୍ବତୋଟା, ବାଉଁଶ ବଣ, କିଆ ଗୋହିରି ଘେରା ଛାୟା ନିବିଡ଼ ଗୋଟିଏ ଦ୍ବୀପ ପରି ଦୂରରୁ ଦେଖାଯାଏ। ଗାଆଁ ବରଗଛ ମୂଳେ ଗାଆଁ ମୂରବିମାନେ ଗର୍ବରେ କୁହନ୍ତି, ରାଜା … Continue reading ‘Lokapua Suriya’ ।। ଭଲ ଲାଗିଲେ ଜଣେଇବେ; ଲେଖିବି ଲୋକାପୁଅ ସୁରିଆ କଥା…