‘ଲମ୍ବା ରଶି,୯ ଗଣ୍ଠି’ ଅପରେସନ୍ ସିନ୍ଦୂରର ତିନିଦିନ ଆଗରୁ କହିଥିଲେ ଏମିତି,ଏବେ ପୂର୍ବତନ ଆଫଗାନ ରାଷ୍ଟ୍ରପତି କଲେ ଆଉ ଏକ ଭବିଷ୍ୟତବାଣୀ

ପାକିସ୍ତାନ ବିରୁଦ୍ଧରେ ଲଢ଼େଇରେ ଆଫଗାନିସ୍ତାନର ଲୋକେ ଖୋଲାଖୋଲି ଭାରତକୁ ସମର୍ଥନ କରୁଛନ୍ତି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ପାକିସ୍ତାନ ବିରୁଦ୍ଧରେ ଭାରତର ଅପରେସନ ସିନ୍ଦୁରକୁ ଅଭୂତପୂର୍ବ ବୋଲି ଅଭିହିତ କରିଛନ୍ତି। ସାଲେହ ପଡ଼ୋଶୀ ଦେଶ ବିରୁଦ୍ଧରେ ଭାରତର ପ୍ରତିଶୋଧମୂଳକ ଆକ୍ରମଣକୁ “ସାହସୀ ଏବଂ ଅଭୂତପୂର୍ବ” ବୋଲି ଅଭିହିତ କରିଛନ୍ତି। ଅନ୍ୟପକ୍ଷରେ, ଭାରତର ଆକ୍ରମଣକୁ ‘କାପୁରୁଷତାପୂର୍ଣ୍ଣ’ ବୋଲି କହୁଥିବା ପାକିସ୍ତାନୀମାନଙ୍କୁ ସେ କଡ଼ା ସମାଲୋଚନା … Continue reading ‘ଲମ୍ବା ରଶି,୯ ଗଣ୍ଠି’ ଅପରେସନ୍ ସିନ୍ଦୂରର ତିନିଦିନ ଆଗରୁ କହିଥିଲେ ଏମିତି,ଏବେ ପୂର୍ବତନ ଆଫଗାନ ରାଷ୍ଟ୍ରପତି କଲେ ଆଉ ଏକ ଭବିଷ୍ୟତବାଣୀ