ଲୋକସଭାରେ ପାରିତ ‘ଆଣ୍ଟି-ପେପର ଲିକ୍ ବିଲ୍’; ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌ ସହ ୧ କୋଟି ଜରିମାନା || Lok Sabha passes ‘Anti-Paper Leak Bill’; Convict gets 10 years in jail, Rs 1 crore fine

ଦେଶର କୋଟି କୋଟି ମେଧାବୀ ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳୁଥିବା ପେପର ଲିକ୍‌ ମାଫିଆ ଏବଂ ଅସାଧୁ ଚକ୍ର ବିରୋଧରେ କେନ୍ଦ୍ର ସରକାର ଏକ ଐତିହାସିକ ଓ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ପରୀକ୍ଷା ଏବଂ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାଗୁଡ଼ିକରେ ହେଉଥିବା ଜାଲିଆତି, ପେପର ଲିକ୍‌ ଏବଂ ଦୁର୍ନୀତିକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଲୋକସଭାରେ ‘ସାଧାରଣ ପରୀକ୍ଷା (ଅସାଧୁ ଉପାୟ ରୋକିବା) ବିଲ୍’ ବା ‘ଆଣ୍ଟି-ପେପର ଲିକ୍ ବିଲ୍’ ପାରିତ … Continue reading ଲୋକସଭାରେ ପାରିତ ‘ଆଣ୍ଟି-ପେପର ଲିକ୍ ବିଲ୍’; ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌ ସହ ୧ କୋଟି ଜରିମାନା || Lok Sabha passes ‘Anti-Paper Leak Bill’; Convict gets 10 years in jail, Rs 1 crore fine