ରାଉରକେଲା ରେଳ ଲାଇନଚ୍ୟୁତ ଘଟଣାରେ ଲୋକୋ ପାଇଲଟ, ଷ୍ଟେସନ ମ୍ୟାନେଜରଙ୍କ ସମେତ ୪ ନିଲମ୍ବିତ
ରାଉରକେଲା ମାଲଗୋଦାମ ବସ୍ତି ଘର ଠାରୁ ମାତ୍ର ଇଞ୍ଚ ଦୂରରେ ଏକ ମାଲବାହୀ ଟ୍ରେନ୍ ଟ୍ରାକ୍ ଡେଇଁ ଅଟକିଯିବାପରେ ଏକ ବଡ଼ ଅଘଟଣ କୁ ଏଡ଼ାଇ ଦିଆଯାଇଥିବା ବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ ରେଳବାଇ ଗୁରୁବାର ଲୋକୋ ପାଇଲଟ୍, ଷ୍ଟେସନ୍ ମ୍ୟାନେଜର, ଜଣେ ଗାର୍ଡ ଓ ଜଣେ ସେଣ୍ଟ୍ରିଙ୍ଗ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ସୂଚନା ଅନୁଯାୟୀ, ରେଳ ବାଇ ମହାପ୍ରବନ୍ଧକ ଅନୀଲ ମିଶ୍ର ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଥିବା ବେଳେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। … Continue reading ରାଉରକେଲା ରେଳ ଲାଇନଚ୍ୟୁତ ଘଟଣାରେ ଲୋକୋ ପାଇଲଟ, ଷ୍ଟେସନ ମ୍ୟାନେଜରଙ୍କ ସମେତ ୪ ନିଲମ୍ବିତ
Copy and paste this URL into your WordPress site to embed
Copy and paste this code into your site to embed