Live python wrapped around arms of actor on Jatra stage in Odisha ।। ଯାତ୍ରା ମଞ୍ଚରେ କଳାକାରଙ୍କ ହାତରେ ଅଜଗର, କାର୍ଯ୍ୟନୁଷ୍ଠାନ ଦାବି କଲେ ଦର୍ଶକ

ଯାତ୍ରାପାଟି ପିଛା ଛାଡ଼ୁନି ବିବାଦ ଆଉ ଯାତ୍ରା କଳାକାର ଓ ମାଲିକ ମଧ୍ୟ ଲଂଘୁଛନ୍ତି ସୀମା । ଯାଜପୁର ଜିଲ୍ଲାରେ ଆଗାମୀ ଯାତ୍ରା ଋତୁ ପାଇଁ ଏକ ନାଟକ ଅଭ୍ୟାସ ସମୟରେ ଜଣେ ଅଭିନେତାଙ୍କୁ ମଞ୍ଚ ଉପରେ ଏକ ଜୀବନ୍ତ “ଅଜଗର” ସାପ ବ୍ୟବହାର କରୁଥିବାର ଦେଖାଯାଇଛି । ଯାହାକୁ ନେଇ ଜନ ଅସନ୍ତୋଷ ଏବଂ ସମ୍ଭାବ୍ୟ ଆଇନଗତ ତଦନ୍ତ ଆରମ୍ଭ ହୋଇଛି। ଖବର ଅନୁଯାୟୀ, ସୋମବାର ଦିନ ଚଣ୍ଡିଖୋଲରେ ତୁଳସୀ ଗଣନାଟ୍ୟ କଳାକାରଙ୍କ ଦ୍ୱାରା ନାଟକର … Continue reading Live python wrapped around arms of actor on Jatra stage in Odisha ।। ଯାତ୍ରା ମଞ୍ଚରେ କଳାକାରଙ୍କ ହାତରେ ଅଜଗର, କାର୍ଯ୍ୟନୁଷ୍ଠାନ ଦାବି କଲେ ଦର୍ଶକ