FMରେ ଶୁଣନ୍ତୁ ମହାକୁମ୍ଭର ସିଧାପ୍ରସାରଣ, ଆକାଶବାଣୀ ଲଞ୍ଚ୍ କଲା ‘କୁମ୍ଭବାଣୀ’ ଚ୍ୟାନେଲ
ଏବେ FMରେ ଶୁଣିପାରିବେ ମହାକୁମ୍ଭର ସିଧାପ୍ରସାରଣ । ଆକାଶବାଣୀ ଲଞ୍ଚ୍ କଲା ‘କୁମ୍ଭବାଣୀ’ ଚ୍ୟାନେଲ । ମହାକୁମ୍ଭ ୨୦୨୫ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘କୁମ୍ଭବାଣୀ’ FM ଚ୍ୟାନେଲ ଶୁଭାରମ୍ଭ କରିଛନ୍ତି । ଏହି ଚ୍ୟାନେଲ 103.5 MHz ରେ ପ୍ରସାରିତ ହେବ ଏବଂ ମହାକୁମ୍ଭ ସହ ଜଡିତ ପ୍ରତ୍ୟେକ ସୂଚନା ଦେଶର କୋଣ ଅନୁକୋଣରେ ପହଞ୍ଚାଇବ । ପ୍ରସାର ଭାରତୀର ରେଡିଓ ବିଭାଗ ଆକାଶବାଣୀ ଦ୍ୱାରା ଶୁକ୍ରବାର ‘କୁମ୍ଭବାଣୀ’ ଏଫଏମ୍ ଚ୍ୟାନେଲ ଲଞ୍ଚ … Continue reading FMରେ ଶୁଣନ୍ତୁ ମହାକୁମ୍ଭର ସିଧାପ୍ରସାରଣ, ଆକାଶବାଣୀ ଲଞ୍ଚ୍ କଲା ‘କୁମ୍ଭବାଣୀ’ ଚ୍ୟାନେଲ
Copy and paste this URL into your WordPress site to embed
Copy and paste this code into your site to embed