ଇଏ ଲୋକଙ୍କ ସରକାର ନା ମଦୁଆଙ୍କ ସରକାର?

Liquor Sale in Odisha since last 24 years: ୨୦ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ଶାସନରେ ଲୋକଙ୍କୁ ମାତାଲି କରି ଭୋଟ୍‍ ହାତେଇଥିଲା। ନିଶା ମାଧ୍ୟମରେ ରାଜ୍ୟବାସୀଙ୍କୁ ସହଜ ନିଦ ଦେଇଥିବା ନବୀନ ସରକାର ରାଜ୍ୟର କିଛି ଆଦିବାସୀ ଅଞ୍ଚଳରେ ପାରମ୍ପରିକ ମଦ ଭାଟିକୁ ମଧ୍ୟ ଭାଙ୍ଗି ସେମାନଙ୍କ ବେଉସା ଉଜୁଡ଼ାଇଥିଲା। ଦିନକ ପରେ ସୋମବାର ଆସନ୍ତା ବର୍ଷ ପାଇଁ ରାଜ୍ୟର ସାମାଜିକ ଓ ଅର୍ଥନୀତି କ’ଣ ହେବ ତାହାର ରୂପରେଖକୁ ମୁଖ୍ୟମନ୍ତ୍ରୀ ତଥା … Continue reading ଇଏ ଲୋକଙ୍କ ସରକାର ନା ମଦୁଆଙ୍କ ସରକାର?