“Liku, Bobby, PAC and Naveen’s smile” ।। ଲିକୁ, ବବି, ପିଏସି ଓ ନବୀନଙ୍କ ହସ

ଓଡ଼ିଶାର ରାଜନୀତିରେ କେତେକ ସମୟ ଏମିତି ଆସେ, ଯେଉଁଠାରେ ନିରବତା ମଧ୍ୟ ଗଭୀର ରାଜନୈତିକ ଅର୍ଥ ବହନ କରେ। ଶବ୍ଦ ନ ଥାଏ, ଘୋଷଣା ନ ଥାଏ, କିନ୍ତୁ ଭାବଭଙ୍ଗୀ ଦେଖିବାକୁ ମିଳିଥାଏ। ପ୍ରଶ୍ନର ରହିଛି କିନ୍ତୁ ତା’ର ଉତ୍ତର ନାହିଁ- ସବୁକିଛି ମିଶି ଏକ ଅସ୍ଥିରତାର ଚିତ୍ର ଆଙ୍କି ଦେଉଛି। ବିଜୁ ଜନତା ଦଳର ସାମ୍ପ୍ରତିକ ପଲିଟିକାଲ୍ ଆଫେୟର୍ସ କମିଟି (ପିଏସି) ବୈଠକ ଏମିତି ଏକ ଦୃଶ୍ୟର ସାକ୍ଷୀ ହୋଇଛି- ଯେଉଁଠାରେ ନବୀନଙ୍କ ହସ, ବବିଙ୍କ … Continue reading “Liku, Bobby, PAC and Naveen’s smile” ।। ଲିକୁ, ବବି, ପିଏସି ଓ ନବୀନଙ୍କ ହସ