Lightning, Conspiracy, and Politics || ବିଜୁଳି, ଷଡ଼ଯନ୍ତ୍ର ଓ ରାଜନୀତି

ଓଡ଼ିଶାର ବିଦ୍ୟୁତ୍‌ ବିତରଣ ବ୍ୟବସ୍ଥା ଆଜି କେବଳ ଏକ ପ୍ରଶାସନିକ ବା ପ୍ରାଯୁକ୍ତିକ ବିଷୟ ନୁହେଁ, ଏହା ଏବେ ଏକ ଗଭୀର ରାଜନୈତିକ ଯୁଦ୍ଧଭୂମିରେ ପରିଣତ ହୋଇଛି। ଟାଟା ପାୱାର, ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିଶନ (ଓଇଆରସି) ଓ ବିଜୁ ଜନତା ଦଳ ମଧ୍ୟରେ ଗଢ଼ିଉଠିଥିବା ଏହି ତ୍ରିକୋଣୀୟ ସମ୍ପର୍କ ଏବେ ରାଜ୍ୟର ସାଧାରଣ ବିଦ୍ୟୁତ୍‌ ଗ୍ରାହକଙ୍କୁ ମଝିରେ ରଖି ଏକ ବଡ଼ ରାଜନୈତିକ ଆଖଡ଼ାର ରୂପ ନେଇଛି। ଅତିରିକ୍ତ ଅମାନତ ଜମା (Additional Security Deposit) … Continue reading Lightning, Conspiracy, and Politics || ବିଜୁଳି, ଷଡ଼ଯନ୍ତ୍ର ଓ ରାଜନୀତି