Solar-powered laptop: ରବିବାର ବାର୍ସିଲୋନାରେ ଚାଲିଥିବା ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ (MWC) 2025 ରେ ଲେନୋଭୋ ଅନେକ ଅଭିନବ PC ଏବଂ AI ଚାଳିତ ପ୍ରଯୁକ୍ତିବିଦ୍ୟା ଲଞ୍ଚ କରିଛି । ଯାହା ବ୍ୟକ୍ତିଗତ ପ୍ରୟୋଗରେ ନୂତନ ମାନଦଣ୍ଡ ସ୍ଥିର କରିଛି । ମୁଖ୍ୟ ଆକର୍ଷଣ ମଧ୍ୟରେ ୟୋଗା ସୋଲାର PC କନସେପ୍ଟ,ଏକ ସୋଲାର ଚାଳିତ ଲାପଟପ୍, ୟୋଗା ସିରିଜ୍ ମଧ୍ୟରେ ନୂଆ ଲଞ୍ଚ ହୋଇଥିବା ଲେନୋଭୋ ଆରା ସଂସ୍କରଣ ଏହାର ବିଭିନ୍ନ ବ୍ୟବହାର ପାଇଁ ସ୍ୱତନ୍ତ୍ର ଆକୃତିର … Continue reading ଲେନୋଭୋ ଲଞ୍ଚ କଲା ସୋଲାର ଲାପଟପ୍
Copy and paste this URL into your WordPress site to embed
Copy and paste this code into your site to embed