“Legacy storm brewing for Pandian before December 26” ।। ୨୬ ଡିସେମ୍ବର ପୂର୍ବରୁ ପାଣ୍ଡିଆନଙ୍କ ଆଗରେ ଲିଗାସୀ ଝଡ଼

ଓଡ଼ିଶାକୁ ଏବେ କୌଣସି ବାତ୍ୟାର ଭୟ ନାହିଁ । କିନ୍ତୁ ବିଜେଡିର ଦଳୀୟ ରାଜନୀତିରେ ଏକ ବଡ଼ ଧରଣର ରାଜନୈତିକ ବାତ୍ୟାର ପୂର୍ବାଭାସ ମିଳୁଛି । ଗତ କିଛିଦିନ ହେବ ରାଜ୍ୟର ଗଣମାଧ୍ୟମ ଏବଂ ଚା’ ଖଟିଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ଗୋଟିଏ ଆଲୋଚନା— “କିଛି ତ ଗୋଟେ ବଡ଼ ହେବାକୁ ଯାଉଛି ।” ୨୪ ବର୍ଷର ନୀରଙ୍କୁଶ ଶାସନ ପରେ ବିଜେଡି କ୍ଷମତାରୁ ହଟିଛି । ଏହାପରଠାରୁ ଦଳ ଭିତରେ ଯେଉଁ ଅସନ୍ତୋଷର … Continue reading “Legacy storm brewing for Pandian before December 26” ।। ୨୬ ଡିସେମ୍ବର ପୂର୍ବରୁ ପାଣ୍ଡିଆନଙ୍କ ଆଗରେ ଲିଗାସୀ ଝଡ଼