Legacy leader Pramila trap || ଲିଗାସୀ ନେତାଙ୍କୁ ପ୍ରମିଳା ଫାଶ

ବିଜୁ ଜନତା ଦଳ (ବିଜେଡି)ର ରାଜନୀତି ଏବେ ଏକ ନୂତନ ରାସ୍ତାରେ ଦୌଡ଼ୁଛି। ନିର୍ବାଚନୀ ପରାଜୟ ପରେ ଯେଉଁ ଦଳ ଏକାଧାରେ ଆତ୍ମପର୍ଯ୍ୟାଲୋଚନା, ପୁନର୍ଗଠନ ଓ ଆଭ୍ୟନ୍ତରୀଣ ସମୀକରଣର ସମସ୍ୟା ସମ୍ମୁଖୀନ, ସେହି ବିଜେଡି ଭିତରେ ଏବେ ଲିଗାସୀ ନେତା ଓ ‘ପାଣ୍ଡିଆନ ଯୁଗ’କୁ ନେଇ ଚର୍ଚ୍ଚା ପୁଣିଥରେ ତୀବ୍ର ହୋଇଉଠିଛି। ଏହି ଚର୍ଚ୍ଚାର ମଧ୍ୟବିନ୍ଦୁରେ ରହିଛନ୍ତି- ପ୍ରମିଳା ମଲ୍ଲିକ, ସମ୍ବିତ ରାଉତରାୟ ଓ ସ୍ୱଭାବତଃ ଭି.କେ. ପାଣ୍ଡିଆନ। ପ୍ରମିଳା ମଲ୍ଲିକ ଏବେ ପାଣ୍ଡିଆନଙ୍କ ଦୂତ ସାଜି … Continue reading Legacy leader Pramila trap || ଲିଗାସୀ ନେତାଙ୍କୁ ପ୍ରମିଳା ଫାଶ