ବିଜୟ ଓ ଶୁଭେନ୍ଦୁଙ୍କଠାରୁ କିଛି ଶିଖନ୍ତୁ ମୋହନ ! || Learn something from Vijay and Subhendu, Mohan!

ଗୋଟିଏ ନୂଆ ସରକାର ଗଠନ ହେବା ପରେ ଜନସାଧାରଣ ସବୁଠାରୁ ଅଧିକ କଣ ଆଶା କରନ୍ତି? ଉତ୍ତର ହେଉଛି – ଏକ ସ୍ୱଚ୍ଛ, ଦୃଢ଼ ଏବଂ ନିର୍ଭୀକ ପ୍ରଶାସନ, ଯେଉଁଠି ଆଇନର ଶାସନ ଚାଲିବ, କୌଣସି ଅଫିସରଙ୍କ ଅହଂକାର ନୁହେଁ। ବର୍ତ୍ତମାନ ଭାରତର ବିଭିନ୍ନ ରାଜ୍ୟରେ ନୂଆ ନୂଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଛନ୍ତି। ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ, ତାମିଲନାଡୁରେ ସି. ଯୋଶେଫ୍ ବିଜୟ ଏବଂ ଆମ ଓଡ଼ିଶାରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ … Continue reading ବିଜୟ ଓ ଶୁଭେନ୍ଦୁଙ୍କଠାରୁ କିଛି ଶିଖନ୍ତୁ ମୋହନ ! || Learn something from Vijay and Subhendu, Mohan!